ପ୍ରତିଗ୍ରାହ Pratigrāha

  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ଦାନ ଗ୍ରହଣ — Accepting a gift; acceptance of a gift
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ଦାନ ଗ୍ରହଣ କରିବାର ଅଧିକାର — Right to receive a gift
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — [ଦ୍ର—ଶାସ୍ତ୍ର ଅନୁସାରେ ବ୍ରାହ୍ମଣର ଷଟ୍କର୍ମ ମଧ୍ୟରୁ ଏହା ଏକତମ।]
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ଅଙ୍ଗୀକାର — Acknowledgement
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ସ୍ୱୀକାର — Assent; agreement
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ପ୍ରତ୍ୟଭିଯୋଗ; ନାଲିସ ବିରୋଧରେ ନାଲିସ — Counter-charge
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ଅପିଲ୍ — Appeal
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ପ୍ରତିକୂଳ ଗ୍ରହ — Unfavourable planet; a malignant planet
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ଅନୁଗ୍ରହ — Favour
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ଦେୟ ବସ୍ତୁ — Gift; donation
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ପତତ୍ଗ୍ରହ; ପିକଦାନି — A spitting pot; spittoon
  • ସଂ. ବି (ପ୍ରତି+ଗ୍ରହ୍ ଧାତୁ+ଭାବ. ଅ) — ବନ୍ଧୁଚର୍ଯ୍ୟା; ବନ୍ଧୁର ସମାଦର — Friendly reception (Howells)