ପ୍ରତିଗ୍ରାହୀ Pratigrāhī

  • ସଂ. ବିଣ. ପୁଂ. (ପ୍ରତି+ଗ୍ରହ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) ଯେ ପ୍ରତିଗ୍ରହ ବା ଦାନ ଗ୍ରହଣ କରେ — Accepting gift
  • ସଂ. ବି. ପୁଂ. — ଦାନ ଗ୍ରହଣକାରୀ ବ୍ୟକ୍ତି — Donee