ପ୍ରତିଗିରି Pratigiri
- ସଂ. ବି (ପ୍ରତି+ଗିରି) — ଏକ ପର୍ବତର ବିପରୀତ ଦିଗରେ ବା ସମ୍ମୁଖରେ ଥିବା ପର୍ବତ — A mountain standing opposite to another mountain
- ସଂ. ବି (ପ୍ରତି+ଗିରି) — ନିକୃଷ୍ଟ ବା କ୍ଷୁଦ୍ର ପର୍ବତ; ପାହାଡ଼ — Small or inferior mountain; hill
- ସଂ. ବି (ପ୍ରତି+ଗିରି) — ପର୍ବତ ପରି ଦେଖା ଯାଉଥିବା ସ୍ଥାନ ବା ବସ୍ତୁ — Anything appearing like a mountain (Howells)