ପ୍ରତିକ୍ଷେପ Pratikshepa
- ସଂ. ବି. (ପ୍ରତି+କ୍ଷେପ) — ନିରାଶା — Hopelessness; desperation
- ସଂ. ବି. (ପ୍ରତି+କ୍ଷେପ) — ତିରସ୍କାର — Rebuke
- ସଂ. ବି. (ପ୍ରତି+କ୍ଷେପ) — ନିବାରଣ — Prohibition
- ସଂ. ବି. (ପ୍ରତି+କ୍ଷେପ) — ତ୍ୟାଗ — Abandonment
- ସଂ. ବି. (ପ୍ରତି+କ୍ଷେପ) — ପ୍ରେରଣ — Deputation; despatching
- ସଂ. ବି. (ପ୍ରତି+କ୍ଷେପ) — ପଦଚ୍ୟୁତି — Dismissal