ପ୍ରତିକୃଷ୍ଟ Pratikṛushṭa

  • ସଂ. ବି (ପ୍ରତି+କୃଷ୍ଟ) — ନିକୃଷ୍ଟ — Inferior; mean
  • ସଂ. ବି (ପ୍ରତି+କୃଷ୍ଟ) — ଦୁଇବାର କର୍ଷିତ ହୋଇଥିବା; ଦୁଇ ଥର ଚାଷ କରାଯାଇ- ଥିବା (ଜମି) — Tilled twice