ପ୍ରତିକୂଳ Pratikūḻa

  • ସଂ. ବିଣ. (ପ୍ରତି=ବିରୁଦ୍ଧ+କୂଳ) — ବିପକ୍ଷ; ବିପରୀତ — Contrary; opposite
  • ସଂ. ବିଣ. (ପ୍ରତି=ବିରୁଦ୍ଧ+କୂଳ) — ବିରୋଧୀ — Adverse; opposing
  • ସଂ. ବିଣ. (ପ୍ରତି=ବିରୁଦ୍ଧ+କୂଳ) — ଶତ୍ରୁଭାବାପନ୍ନ — Inimical; hostile
  • ସଂ. ବିଣ. (ପ୍ରତି=ବିରୁଦ୍ଧ+କୂଳ) — ଓଲଟା — Inverse
  • ସଂ. ବିଣ. (ପ୍ରତି=ବିରୁଦ୍ଧ+କୂଳ) — ଅପ୍ରସନ୍ନ; ବାମ — Unfavourable