ପ୍ରତିକାର Pratikāra

  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିକ୍ରିୟା; ପ୍ରତିବିଧାନ — Remedy; counter- action
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିଶୋଧ; ବୈର ନିର୍ଯାତନ; ପ୍ରତିହିଂସା — Revenge; retaliation
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିଫଳ — Requital
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — କ୍ଷତିପୂରଣ — Compensation
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ଉପଚାର; ଉପାୟ — Measure; means
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ଚିକିତ୍ସା — Medical treatment
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ଉପଶମ — Recovery; improvement; alleviation
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ପ୍ରତିକୂଳତାଚରଣ — Acting in opposition
  • ସଂ. ବି. (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ହେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀର୍ଘ ହୁଏ; ତୁଳନାକର ପ୍ରତୀକାଶ, ବୀକାଶ ଇତ୍ୟାଦି) — ଋଣାଦିର ପରିଶୋଧ — Discharge of a debt or obligation