ପ୍ରତି କଛ Prati kachha

  • ଦେ. ବିଣ. (ସଂ. ପ୍ରତି ଓ କକ୍ଷ; ତୁଳ. ସମକଛ) — ପ୍ରତିଯୋଗୀ — Rival
  • ଦେ. ବିଣ. (ସଂ. ପ୍ରତି ଓ କକ୍ଷ; ତୁଳ. ସମକଛ) — ସମକକ୍ଷ — Equal
  • ଦେ. ବିଣ. (ସଂ. ପ୍ରତି ଓ କକ୍ଷ; ତୁଳ. ସମକଛ) — ଏହି ପ୍ରକାରେ କର ପ୍ରତିକଛ। ପ୍ରାଚୀ, ରହସ୍ୟମଞ୍ଜରୀ।