ପ୍ରତି ଆଶା Prati āṣā

  • ଦେ. (ପଦ୍ୟ) ବି. (ସଂ. ପ୍ରତ୍ୟାଶା) — ପ୍ରତ୍ୟାଶା; ବିଶେଷ ଆଶା — Hope
  • ଦେ. (ପଦ୍ୟ) ବି. (ସଂ. ପ୍ରତ୍ୟାଶା) — ପ୍ରତି ଆଶାରେ ସେ ରାମା ରୂପ ଦିଶି ଗଲେ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।