ପ୍ରତାରଣ Pratāraṇa

  • ସଂ. ବି. (ପ୍ର+ତୃ ଧାତୁ+ଭାବ. ଅନ; +ଆ) — ପ୍ରବଞ୍ଚନା; ଛଳନା — Fraud
  • ସଂ. ବି. (ପ୍ର+ତୃ ଧାତୁ+ଭାବ. ଅନ; +ଆ) — ଠକାମି — Cheating; deceit
  • ସଂ. ବି. (ପ୍ର+ତୃ ଧାତୁ+ଭାବ. ଅନ; +ଆ) — ଧୂର୍ତ୍ତତା; ଶଠତା — Cunning