ପ୍ରତାପୀ Pratāpī

  • ସଂ. ବିଣ. ପୁଂ. (ପ୍ରତାପ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ପ୍ରତାପବାନ୍ (ଦେଖ) — Pratāpabān (See)
  • ସଂ. ବି — ରାମଚନ୍ଦ୍ରଙ୍କର ଏକ ସଖା (ହି. ଶ.) — Name of a friend of Rāmachandra