ପ୍ରତାପିବା Pratāpibā

  • ଦେ. କ୍ରି. (ପଦ୍ୟ) (ସଂ. ପ୍ରତାପ) — ଉତ୍ତପ୍ତ କରିବା — To heat
  • ଦେ. କ୍ରି. (ପଦ୍ୟ) (ସଂ. ପ୍ରତାପ) — ଯାହାର ମୁଖୁଁ ଅଗ୍ନି ଜାତ ତେଜେ ପ୍ରତାପଇ ଜଗତ। ଜଗନ୍ନାଥ, ଭାଗବତ।