ପ୍ରଣୟ Praṇaya

  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ପ୍ରେମ; ପ୍ରୀତି — Love
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ବନ୍ଧୁତା; ବନ୍ଧୁସ୍ନେହ — Friendly regard; friendship
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ଅନୁରାଗ; ସ୍ନେହ — Affection; fondness
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ଆସକ୍ତି; ମନର ମେଳ; ଭାବ; ଘନିଷ୍ଠତା — Attachment; intimacy; familiarity
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ପ୍ରାର୍ଥନା; ଯାଚଞ୍ଜା — Asking; begging; beseeching; praying
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ଆଳାପ — Acquaintance; acquaintance due to mutual conversation
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ଶ୍ରଦ୍ଧା; ଭକ୍ତି — Regard; devotion; reverence
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ବିଶ୍ୱାସ — Trust; confidence
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ପ୍ରସବ; ସନ୍ତାନ ଉତ୍ପାଦନ — Giving birth to; bringing forth children
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ନିର୍ବାଣ; ମୁକ୍ତି; ମୋକ୍ଷ — Final emancipation
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — ପ୍ରୀତିପୂର୍ବକ ପ୍ରାର୍ଥନା — Affectionate solicitation
  • ସଂ. ବି. (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ) — (+କର୍ତ୍ତୃ. ଅ) ନେତା — A leader; a guide