ପ୍ରଣୟ କଳହ Praṇaya kaḻaha

  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରଣୟ+କଳହ) — ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଅଳ୍ପ— କାଳସ୍ଥାୟୀ କଳି — Love-quarrels (usually ending in speedy reconciliation.)
  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରଣୟ+କଳହ) — ଥଟ୍ଟାରେ ଥଟ୍ଟାରେ କଳି — (figurative) A mock quarrel