ପ୍ରଣୋଦିତ Praṇodita

  • ସଂ. ବିଣ. (ପ୍ର+ନୁଦ୍ ଧାତୁ ଣିଚ୍. ନୋଦି ଧାତୁ=ପ୍ରେରଣ କରାଇବା+କର୍ମ. ତ; ଣତ୍ୱବିଧାନ) — ପ୍ରେରିତ — Sent; deputed
  • ସଂ. ବିଣ. (ପ୍ର+ନୁଦ୍ ଧାତୁ ଣିଚ୍. ନୋଦି ଧାତୁ=ପ୍ରେରଣ କରାଇବା+କର୍ମ. ତ; ଣତ୍ୱବିଧାନ) — ନିୟୋଜିତ — Directed; engaged; employed
  • ସଂ. ବିଣ. (ପ୍ର+ନୁଦ୍ ଧାତୁ ଣିଚ୍. ନୋଦି ଧାତୁ=ପ୍ରେରଣ କରାଇବା+କର୍ମ. ତ; ଣତ୍ୱବିଧାନ) — ଚାଳିତ — Guided; driven; set in motion