ପ୍ରଣେୟ Praṇeya

  • ସଂ. ବିଣ. (ପ୍ର+ନୀ ଧାତୁ+କର୍ମ. ଯ) — ଅଧୀନ; ବଶୀଭୂତ; ଅନୁଗତ — Docile; submissive; amenable; yielding
  • ସଂ. ବିଣ. (ପ୍ର+ନୀ ଧାତୁ+କର୍ମ. ଯ) — ସୁନ୍ଦର; ରମଣୀୟ — Agreeable
  • ସଂ. ବିଣ. (ପ୍ର+ନୀ ଧାତୁ+କର୍ମ. ଯ) — ପ୍ରାପଣୀୟ — Obtainable
  • ସଂ. ବିଣ. (ପ୍ର+ନୀ ଧାତୁ+କର୍ମ. ଯ) — କୃତଲୌକିକସଂସ୍କାର — One on whom customary rites have been perfomed