ପ୍ରଣୂତ Praṇūta

  • ସଂ. ବିଣ. (ପ୍ର+ନୂ ଧାତୁ=ସ୍ତୁତି କରିବା+କର୍ମ. ତ) — ଯାହାଙ୍କୁ ସ୍ତବ କରାଯାଇ ଅଛି — One to whom a prayer has been offered
  • ସଂ. ବିଣ. (ପ୍ର+ନୂ ଧାତୁ=ସ୍ତୁତି କରିବା+କର୍ମ. ତ) — ପ୍ରଶଂସିତ — Praised; eulogised