ପ୍ରଣମିତ Praṇamita
- ସଂ. ବିଣ— (ପ୍ର+ନମିତ; ଣତ୍ୱ ବିଧାନ) — ନମସ୍କାର କରିଥିବା — Bowed down; having made obeisance
- ସଂ. ବିଣ— (ପ୍ର+ନମିତ; ଣତ୍ୱ ବିଧାନ) — ନତ — Bent
- ସଂ. ବିଣ— (ପ୍ର+ନମିତ; ଣତ୍ୱ ବିଧାନ) — ସମ୍ମାନ ସହକାରେ ପ୍ରଦତ୍ତ — Offered or given respectfully
- ଦେ. ବି — ପ୍ରଣାମ; ନମସ୍କାର — Obeisance; salutation
- ଦେ. ବି — ଶୁଣି ପ୍ରଣମିତ କଲା ଅସୁର ଜେମା। ଶିଶୁଶଙ୍କର. ଉଷା ଅଭିଳାଷ।