ପ୍ରଣମିତ ହେବା Praṇamita hebā

  • ଦେ. କ୍ରି (ସଂ. ପ୍ରଣମିତ) — ପ୍ରଣାମ କରିବା — To make obeisance
  • ଦେ. କ୍ରି (ସଂ. ପ୍ରଣମିତ) — ପାଛୋଟି ଖଣ୍ଡେଦୂର ଯାଇ; ସାଷ୍ଟାଙ୍ଗେ ପ୍ରଣମିତ ହୋଇ। ଭୂପତି. ପ୍ରେମପଞ୍ଚାମୃତ।