ପ୍ରଜ୍ୱଳେ Prajwaḻe

  • ଦେ. କ୍ରି. ବିଣ. (ସଂ. ପ୍ରଜ୍ୱଳିତ) — ପ୍ରବଳ ଭାବରେ (ଜଳିବା) — (burning) Violently
  • ଦେ. କ୍ରି. ବିଣ. (ସଂ. ପ୍ରଜ୍ୱଳିତ) — ଜଳେ ପ୍ରଜ୍ୱଳେ ଆର୍ଦ୍ର ଭାବୁ ଜଳେ ପୂର୍ଣ୍ଣତା ଏବେ। ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।