ପ୍ରଜ୍ଞ Prajn̄a

  • ସଂ. ବିଣ. ପୁଂ. (ପ୍ର+ଜ୍ଞା ଧାତୁ=ଜାଣିବା=କର୍ତ୍ତୃ. ଅ) — ଜ୍ଞାନୀ — Wise
  • ସଂ. ବିଣ. ପୁଂ. (ପ୍ର+ଜ୍ଞା ଧାତୁ=ଜାଣିବା=କର୍ତ୍ତୃ. ଅ) — ବିଚକ୍ଷଣ — Sharp; clever
  • ସଂ. ବିଣ. ପୁଂ. (ପ୍ର+ଜ୍ଞା ଧାତୁ=ଜାଣିବା=କର୍ତ୍ତୃ. ଅ) — ପଣ୍ଡିତ; ବିଦ୍ୱାନ୍ — Learned
  • ସଂ. ବିଣ. ପୁଂ. (ପ୍ର+ଜ୍ଞା ଧାତୁ=ଜାଣିବା=କର୍ତ୍ତୃ. ଅ) — (ପ୍ର+ଜାନୁ+କ; ନିପାତନ)—ପ୍ରଣତ- ଜାନୁକ — Having bent knees; bandy-legged
  • ସଂ. ବିଣ. ପୁଂ. (ପ୍ର+ଜ୍ଞା ଧାତୁ=ଜାଣିବା=କର୍ତ୍ତୃ. ଅ) — (ଅନ୍ୟ ସଙ୍ଗେ)—ପରିଚିତ — Acquinted with (another)