ପ୍ରଜ୍ଞା Prajn̄ā
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ବୁଦ୍ଧି — Understanding; intellect
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଜ୍ଞାନ — Wisdom; knowledge
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଭଲମନ୍ଦ ବିଚାର; ବିବେଚନା — Judgement; discrimination
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ମନ୍ତ୍ରଣା — Advice; counsel; consultation
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଚତୁରତା — Cleverness; shrewdness
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପ୍ରାଜ୍ଞୀ ସ୍ତ୍ରୀ; ବୁଦ୍ଧିମତୀ ସ୍ତ୍ରୀ — A learned or wise lady
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ସରସ୍ୱତୀ — The Hindu goddess of learning
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ମନର ଏକାଗ୍ରତା (ହି. ଶ) — Intentness; close attention
- ସଂ. ବି. (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ସଙ୍କେତ (ଜ୍ଞାନେନ୍ଦ୍ର) — Hint; indication
- ସଂ. ବିଣ — ପ୍ରଜ୍ଞର ସ୍ତ୍ରୀଲିଙ୍ଗ — Feminine of Prajn̄a