ପ୍ରଜ୍ଞା ବାଦ Prajn̄a bāda

  • ସଂ. ବି. (ମ. ପ. ଲୋ. କର୍ମଧା) — ହିତ କଥା; ପ୍ରବୀଣ ବାକ୍ୟ — A wise saying
  • ସଂ. ବି. (ମ. ପ. ଲୋ. କର୍ମଧା) — ଜ୍ଞାନୀ ବ୍ୟକ୍ତିର କଥାପରି ଅନୁମିତ ବାକ୍ୟ — Seemingly wise saying