ପ୍ରଜାୟିନୀ Prajāyinī

  • ସଂ. ବି. ସ୍ତ୍ରୀ—(ପ୍ର+ଜନ୍ ଧାତୁ=ଉତ୍ପନ୍ନ ହେବା+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ସନ୍ତାନଜନନୀ; ମାତା; ପ୍ରସୂତି — Mother; one who has recently given birth to a child