ପ୍ରଜାସ୍ୱତ୍ୱ Prajāswatwa

  • ଦେ. ବି—(ସଂ. ପ୍ରଜା+ସ୍ୱତ୍ୱ) — ରଇତି ଜମିକୁ ବାର ବର୍ଷରୁ ଊର୍ଦ୍ଧ୍ୱ ଚାଷ କରିବା ପ୍ରଜାର ଉକ୍ତ ବୃତ୍ତି ଉପରେ ଆଇନ ଅନୁସାରେ ପ୍ରବର୍ତ୍ତିବା ସ୍ୱତ୍ୱ— ବା ଅଧିକାର; ସ୍ଥିତିବାନ ସ୍ୱତ୍ୱ — Tenancy right; occupancy right
  • ଦେ. ବି—(ସଂ. ପ୍ରଜା+ସ୍ୱତ୍ୱ) — [ ଦ୍ର—ଜମିର ପ୍ରକାର, ବ୍ୟବହାର ଓ ଜମି ଦଖଲ କରିବାର ସମୟ ଅନୁସାରେ ପ୍ରାଜର ଜମିରେ ଆଇନ ଅନୁଯାୟୀ ଭିନ୍ନ ଭିନ୍ନ ସ୍ୱତ୍ୱ ପ୍ରବର୍ତ୍ତେ। ]