ପ୍ରଜାଶ୍ରମ Prajāṡrama

  • ସଂ. ବି— (ପ୍ରଜା+ଆଶ୍ରମ) — ଗୃହସ୍ଥାଶ୍ରମ (ଦେଖ) — Gṛuhasthāṣrama (See)
  • ସଂ. ବି— (ପ୍ରଜା+ଆଶ୍ରମ) — ସେ ପ୍ରଜାଶ୍ରମେ ଧର୍ମ ଚିନ୍ତେ ତ୍ରିଲୋକେ ଭ୍ରମେ ଗତାଗତେ—ଜଗନ୍ନାଥ. ଭାଗବତ।