ପ୍ରଜାବତୀ Prajābatī

  • ସଂ. ବି. ସ୍ତ୍ରୀ— (ପ୍ରଜା+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଭ୍ରାତୃଜାୟା — Brother's wife
  • ସଂ. ବି. ସ୍ତ୍ରୀ— (ପ୍ରଜା+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଜ୍ୟେଷ୍ଠଭ୍ରାତୃଜାୟା; ଭାଉଜ — An elder brother's wife
  • ସଂ. ବି. ସ୍ତ୍ରୀ— (ପ୍ରଜା+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ସନ୍ତାନବତୀ; ପୁଅ ଝିଅ ଥିବା ମାଆ — A mother of children; a woman blessed with children
  • ସଂ. ବି. ସ୍ତ୍ରୀ— (ପ୍ରଜା+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଗର୍ଭବତୀ ସ୍ତ୍ରୀ — A pregnant woman
  • ସଂ. ବି. ସ୍ତ୍ରୀ— (ପ୍ରଜା+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — (ନାମ) ପ୍ରିୟବ୍ରତ ରାଜାଙ୍କ ସ୍ତ୍ରୀ (ହି. ଶ) — 4. Name of the wife of king Priyabrata
  • ସଂ. ବିଣ. ସ୍ତ୍ରୀ — ଗର୍ଭବତୀ — Pregnant (Howells)
  • ସଂ. ବିଣ. ସ୍ତ୍ରୀ — ସନ୍ତାନସନ୍ତତିସମ୍ପନ୍ନା (ମାତା) — (a woman) Blessed with children