ପ୍ରଜାପୀଡ଼କ Prajāpīṟḍ̠aka

  • ସଂ. ବି. (ଉପପଦ ତତ୍ ପୁରୁଷ; ପ୍ରଜା+ପୀଡ଼କ) — ଅତ୍ୟାଚାରୀ ରାଜା — A tyrant; an oppressive king
  • ସଂ. ବିଣ — ଅତ୍ୟାଚାରୀ (ରାଜା); ଯେ ପ୍ରଜାମାନଙ୍କ ଉପରେ ନାନାପ୍ରକାର ଜୁଲମ କରେ — Oppressive; tyranical