ପ୍ରଜାପାଳ Prajāpāḻa

  • ସଂ. ବି. (ଉପପଦ ତତ୍ ପୁରୁଷ; ପ୍ରଜା+ପାଳ୍ ଧାତୁ) — ନ୍ୟାୟମାର୍ଗରେ ପ୍ରଜାଙ୍କୁ ପାଳିବା ରାଜା — Just and righteous king; a real protector of the people
  • ସଂ. ବି. (ଉପପଦ ତତ୍ ପୁରୁଷ; ପ୍ରଜା+ପାଳ୍ ଧାତୁ) — ପ୍ରଜାପତି — Butterfly
  • ସଂ. ବିଣ — ନ୍ୟାୟମାର୍ଗରେ ପ୍ରଜାପାଳନ କରୁଥିବା (ରାଜା) — (a king) Protecting one's subjects righteously