ପ୍ରଜାନ୍ତକ Prajāntaka

  • ସଂ. ବି. ( 6 ଷ୍ଠୀ ତତ୍; ପ୍ରଜା+ଅନ୍ତକ) — ଅତ୍ୟାଚାରୀ ରାଜା — An oppressive king; tyrant
  • ସଂ. ବି. ( 6 ଷ୍ଠୀ ତତ୍; ପ୍ରଜା+ଅନ୍ତକ) — ଯମ — The God of death
  • ସଂ. ବିଣ — ପ୍ରଜାପୀଡ଼କ — Oppressive; tyranical