ପ୍ରଜାଧର୍ମ Prajādharma

  • ସଂ. ବି. ( 6 ଷ୍ଠୀ ତତ୍; ପ୍ରଜା+ଧର୍ମ) — ପିତାମାତାଙ୍କ ପ୍ରତି ସନ୍ତାନର କର୍ତ୍ତବ୍ୟ — The duties of children towards their parents
  • ସଂ. ବି. ( 6 ଷ୍ଠୀ ତତ୍; ପ୍ରଜା+ଧର୍ମ) — ରାଜାଙ୍କ ପ୍ରତି ପ୍ରଜାମାନଙ୍କର କର୍ତ୍ତବ୍ୟ — The duties of subjects towards their king