ପ୍ରଜାତୀର୍ଥ Prajā tīrtha

  • ସଂ. ବି — ଜାତକର୍ମ ଉତ୍ସବକାଳ — The auspcious moment of celebrating a birth
  • ସଂ. ବି — ଧର୍ମ ନନ୍ଦନ ସୁଖ ଚିତ୍ତେ, ଦକ୍ଷିଣା ଦେଲେ ପ୍ରଜାତୀର୍ଥେ। ଜଗନ୍ନାଥ, ଭାଗବତ।