ପ୍ରଜାତନ୍ତ୍ର Prajātantra

  • ସଂ. ବି. (ମ. ପ. ଲୋ; କର୍ମଧା; ପ୍ରଜା+ତନ୍ତ୍ର; ପ୍ରଜାପରିଚାଳିତ ତନ୍ତ୍ର) — ପ୍ରଜାମାନଙ୍କଦ୍ୱାରା ପରିଚାଳିତ ରାଜ୍ୟଶାସନ ପ୍ରଣାଳୀ — Republicanism; democracy; commonwealth; democratic form of government
  • ସଂ. ବିଣ. (ବହୁବ୍ରୀହି) — ପ୍ରଜାମାନଙ୍କଦ୍ୱାରା କରାଯିବା ଶାସନ— ସମ୍ବନ୍ଧୀୟ — Democratic; republican