ପ୍ରଜାକାମ Prajā kāma

  • ସଂ. ବିଣ. ପୁଂ. (ବହୁବ୍ରୀହି; ପ୍ରଜା+କାମ=କାମନା) — ସନ୍ତାନାର୍ଥୀ; ଆପଣାର ସନ୍ତାନ ହେବା ପାଇଁ ଯେ କାମନା କରେ — Desirous of getting an offspring