ପ୍ରଜଳ୍ପ Prajaḻpa

  • ସଂ. ବି.—(ପ୍ର+ଜଳ୍ପ୍ ଧାତୁ+ଅ) — ଗପଶପ; ବ୍ୟର୍ଥଗଳ୍ପ — Prattle; gossip
  • ସଂ. ବି.—(ପ୍ର+ଜଳ୍ପ୍ ଧାତୁ+ଅ) — ଆପଣାର ପ୍ରିୟ ବ୍ୟକ୍ତିର ପ୍ରସନ୍ନତା ଉତ୍ପାଦନାର୍ଥ କଥିତ ବାକ୍ୟ—(ହି. ଶବ୍ଦସାଗର) — Words uttered to please one's dear ones