ପ୍ରଜନ Prajana

  • ସଂ. ବି. (ପ୍ର+ଜନ୍ ଧାତୁ+ଣିଚ୍+ଭାବ. ଅ) — ଗର୍ଭ କରିବା; ଉତ୍ପାଦନ କରିବା; ସ୍ତ୍ରୀଗର୍ଭରେ ସନ୍ତାନ ଉତ୍ପାଦନ କରିବା — Impregnating; begetting
  • ସଂ. ବି. (ପ୍ର+ଜନ୍ ଧାତୁ+ଣିଚ୍+ଭାବ. ଅ) — ଗବାଦିଙ୍କର ମୈଥୁନାଭିଯୋଗ; ପଶୁମାନଙ୍କର ଜୋଡ଼ ଖାଇବା — Impregnation of cattle; mating of beasts
  • ସଂ. ବି. (ପ୍ର+ଜନ୍ ଧାତୁ+ଣିଚ୍+ଭାବ. ଅ) — ପଶୁମାନଙ୍କର ଗର୍ଭଗ୍ରହଣ କାଳ; ପଶୁମାନଙ୍କର ବଏ ଯିବା — The season of a cow taking a bull; heat; the periodic time of sexual excitement of female animals
  • ସଂ. ବି. (ପ୍ର+ଜନ୍ ଧାତୁ+ଣିଚ୍+ଭାବ. ଅ) — (+ କର୍ତ୍ତୃ. ଅ)—ପୂର୍ବପୁରୁଷ — Ancestor
  • ସଂ. ବି. (ପ୍ର+ଜନ୍ ଧାତୁ+ଣିଚ୍+ଭାବ. ଅ) — ଜନ୍ମଦାତା; ଜନକ — Progenitor; father; begetter
  • ସଂ. ବି. (ପ୍ର+ଜନ୍ ଧାତୁ+ଣିଚ୍+ଭାବ. ଅ) — (+ କରଣ. ଅ)—ଲିଙ୍ଗ; ପୁରୁଷେନ୍ଦ୍ରିୟ (ହି. ଶ) — Penis; male organ