ପ୍ରଛିନ୍ନ Prachhinna
- ଗ୍ରା. ବିଣ. (ପ୍ରାଚୀନ ପଦ୍ୟ) (ସଂ. ପ୍ରଚ୍ଛନ୍ନ) — ପ୍ରଚ୍ଛନ୍ନ; ଗୁପ୍ତ; ଲୁକ୍କାୟିତ — Hidden; concealed
- ଗ୍ରା. ବିଣ. (ପ୍ରାଚୀନ ପଦ୍ୟ) (ସଂ. ପ୍ରଚ୍ଛନ୍ନ) — ସେ ପରେ ମନ୍ତ୍ର ଯନ୍ତ୍ର ପୁଣ; ସକଳ ପ୍ରଛିନ୍ନ ପ୍ରମାଣ— ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା।
- ଗ୍ରା. ବିଣ. (ପ୍ରାଚୀନ ପଦ୍ୟ) (ସଂ. ପ୍ରଚ୍ଛନ୍ନ) — ଆବୃତ — Covered
- ଗ୍ରା. ବିଣ. (ପ୍ରାଚୀନ ପଦ୍ୟ) (ସଂ. ପ୍ରଚ୍ଛନ୍ନ) — (ସଂ. ପରିଚ୍ଛିନ୍ନ=ନିର୍ଣ୍ଣୀତ) ସୁସ୍ପଷ୍ଟ; ବ୍ୟକ୍ତ — Very clear; apparent
- ଗ୍ରା. ବିଣ. (ପ୍ରାଚୀନ ପଦ୍ୟ) (ସଂ. ପ୍ରଚ୍ଛନ୍ନ) — ନିର୍ଗୁଣଗ୍ୟାନ ଏ ପ୍ରଛିନ୍ନ; ସୁଧୀରଚିତ୍ତରେ ତୁମ୍ଭେ ଶୁଣ— ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।