ପ୍ରଚ୍ଛର୍ଦିକା Prachchhardikā

  • ସଂ. ବି. (ପ୍ର+ଛର୍ଦ୍ ଧାତୁ+କର୍ତ୍ତୃ. ଅ+ଆ) — ବମନକାରକ ଔଷଧ (ହି. ଶ) — A medicine which causes vomiting; a nauseating medicine
  • ସଂ. ବି. (ପ୍ର+ଛର୍ଦ୍ ଧାତୁ+କର୍ତ୍ତୃ. ଅ+ଆ) — ବମନ; କୈ; ବାନ୍ତି (ହି. ଶବ୍ଦସାଗର) — Vomiting