ପ୍ରଚ୍ଛନ୍ନବେଶ Prachchhannabeṡa

  • ସଂ. ବି (କର୍ମଧା; ପ୍ରଚ୍ଛନ୍ନ+ବେଶ) — ଯେଉଁ ବେଶଦ୍ୱାରା ନିଜର ସ୍ୱରୂପକୁ ଗୋପନ କରାଯାଏ — Mask; a disguise
  • ସଂ. ବିଣ. ପୁଂ. (ବହୁବ୍ରୀହି) — ବେଶଦ୍ୱାରା ନିଜର ସ୍ୱରୂପକୁ ଗୋପନ କରିଥିବା (ବ୍ୟକ୍ତି) — (a person) Wearing a mask; disguised