ପ୍ରଚ୍ଛଦ Prachchhada
- ସଂ. ବି. (ପ୍ର+ଛଦ୍ ଧାତୁ=ଆବରଣ କରିବା+କରଣ. ଅ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ'; 'ପାଛୁଡ଼ା' ଏହାର ଅପଭ୍ରଂଶ) — ଆଚ୍ଛାଦନ — A cover
- ସଂ. ବି. (ପ୍ର+ଛଦ୍ ଧାତୁ=ଆବରଣ କରିବା+କରଣ. ଅ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ'; 'ପାଛୁଡ଼ା' ଏହାର ଅପଭ୍ରଂଶ) — ଆବରଣ ବସ୍ତ୍ର — A wrapper; a cloak
- ସଂ. ବି. (ପ୍ର+ଛଦ୍ ଧାତୁ=ଆବରଣ କରିବା+କରଣ. ଅ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ'; 'ପାଛୁଡ଼ା' ଏହାର ଅପଭ୍ରଂଶ) — ବିଛଣା ଚଦର — Bed-cover
- ସଂ. ବି. (ପ୍ର+ଛଦ୍ ଧାତୁ=ଆବରଣ କରିବା+କରଣ. ଅ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ'; 'ପାଛୁଡ଼ା' ଏହାର ଅପଭ୍ରଂଶ) — କମ୍ବଳ (ହି. ଶ.) — Blanket
- ସଂ. ବି. (ପ୍ର+ଛଦ୍ ଧାତୁ=ଆବରଣ କରିବା+କରଣ. ଅ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ'; 'ପାଛୁଡ଼ା' ଏହାର ଅପଭ୍ରଂଶ) — ଚୋଗା (ହି. ଶ.) — Chogah
- ସଂ. ବି. (ପ୍ର+ଛଦ୍ ଧାତୁ=ଆବରଣ କରିବା+କରଣ. ଅ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ'; 'ପାଛୁଡ଼ା' ଏହାର ଅପଭ୍ରଂଶ) — (+ ଭାବ. ଅ) ଆଚ୍ଛାଦନ — The act of covering