ପ୍ରଚ୍ଛଦପଟ Prachchhadapaṭa
- ସଂ. ବି. (ମ. ପ. ଲୋ. କର୍ମଧା; ପ୍ରଚ୍ଛଦରୂପେ ବ୍ୟବହୃତ ବସ୍ତ୍ର) — ଆବରଣ ବସ୍ତ୍ର — A cloak; a wrapper
- ସଂ. ବି. (ମ. ପ. ଲୋ. କର୍ମଧା; ପ୍ରଚ୍ଛଦରୂପେ ବ୍ୟବହୃତ ବସ୍ତ୍ର) — ପାଛୁଡ଼ା — An upper sheet
- ସଂ. ବି. (ମ. ପ. ଲୋ. କର୍ମଧା; ପ୍ରଚ୍ଛଦରୂପେ ବ୍ୟବହୃତ ବସ୍ତ୍ର) — ଓଢ଼ଣା — A veil
- ସଂ. ବି. (ମ. ପ. ଲୋ. କର୍ମଧା; ପ୍ରଚ୍ଛଦରୂପେ ବ୍ୟବହୃତ ବସ୍ତ୍ର) — ପରଦା — A curtain
- ସଂ. ବି. (ମ. ପ. ଲୋ. କର୍ମଧା; ପ୍ରଚ୍ଛଦରୂପେ ବ୍ୟବହୃତ ବସ୍ତ୍ର) — ବହିର ମଲାଟ — The cover of a book