ପ୍ରଚୋଦିତ Prachodita

  • ସଂ. ବିଣ (ପ୍ର+ଚୁଦ୍ ଧାତୁ+କର୍ମ. ତ) — ନିୟୋଜିତ — Engaged
  • ସଂ. ବିଣ (ପ୍ର+ଚୁଦ୍ ଧାତୁ+କର୍ମ. ତ) — ପ୍ରେରିତ — Sent; deputed
  • ସଂ. ବିଣ (ପ୍ର+ଚୁଦ୍ ଧାତୁ+କର୍ମ. ତ) — ପ୍ରଣୋଦିତ — Prescribed
  • ସଂ. ବିଣ (ପ୍ର+ଚୁଦ୍ ଧାତୁ+କର୍ମ. ତ) — ଆଦିଷ୍ଟ — Directed
  • ସଂ. ବିଣ (ପ୍ର+ଚୁଦ୍ ଧାତୁ+କର୍ମ. ତ) — ଉତ୍ତେଜିତ — Incited; stimulated