ପ୍ରଚୋଦନା Prachodanā
- ସଂ. ବି. (ପ୍ର+ଚୁଦ୍ ଧାତୁ=ପ୍ରେରଣ କରିବା+ଭାବ. ଅନ+ଆ) — ପ୍ରେରଣ — Sending; deputing
- ସଂ. ବି. (ପ୍ର+ଚୁଦ୍ ଧାତୁ=ପ୍ରେରଣ କରିବା+ଭାବ. ଅନ+ଆ) — ନିର୍ଦ୍ଦେଶ — Directing; enjoining
- ସଂ. ବି. (ପ୍ର+ଚୁଦ୍ ଧାତୁ=ପ୍ରେରଣ କରିବା+ଭାବ. ଅନ+ଆ) — ଆଦେଶ — Prescribing; command; order
- ସଂ. ବି. (ପ୍ର+ଚୁଦ୍ ଧାତୁ=ପ୍ରେରଣ କରିବା+ଭାବ. ଅନ+ଆ) — ନିୟମ; ଆଇନ — Rule; law
- ସଂ. ବି. (ପ୍ର+ଚୁଦ୍ ଧାତୁ=ପ୍ରେରଣ କରିବା+ଭାବ. ଅନ+ଆ) — ଉତ୍ତେଜନ — Inciting; stimulating