ପ୍ରଚଳାକ Prachaḻāka
- ସଂ. ବି (ପ୍ର+ଚଳ୍ ଧାତୁ+କର୍ତ୍ତୃ ଆକ; ଯାହା ସ୍ୱତଃ ଚାଳିତ ହୁଏ) — ମୟୂରପୁଚ୍ଛ — The fan-like tail of a peacock
- ସଂ. ବି (ପ୍ର+ଚଳ୍ ଧାତୁ+କର୍ତ୍ତୃ ଆକ; ଯାହା ସ୍ୱତଃ ଚାଳିତ ହୁଏ) — ସାପ ଫଣା — The hood of a serpent
- ସଂ. ବି (ପ୍ର+ଚଳ୍ ଧାତୁ+କର୍ତ୍ତୃ ଆକ; ଯାହା ସ୍ୱତଃ ଚାଳିତ ହୁଏ) — ଭୁଜଙ୍ଗମ; ସର୍ପ — Serpent
- ସଂ. ବି (ପ୍ର+ଚଳ୍ ଧାତୁ+କର୍ତ୍ତୃ ଆକ; ଯାହା ସ୍ୱତଃ ଚାଳିତ ହୁଏ) — (+ ଭାବ. ଆକ) ଶରାଘାତ — The stroke of an arrow