ପ୍ରଚରଦ୍ରୂପ Pracharadrūpa

  • ସଂ. ବିଣ. (ବହୁବ୍ରୀହି; ପ୍ରଚରତ୍) — ପ୍ରଚାରିତ ହେଉଥିବା; ଚଳୁ ଥିବା (ରୂପ) ବହୁ ବ୍ୟବହୃତ; ଭୂରି ପ୍ରଚଳିତ (ଜ୍ଞାନେନ୍ଦ୍ର) — In extensive use; widely prevalent