ପ୍ରକ୍ଷିପ୍ତ Prakshipta

  • ସଂ. ବିଣ (ପ୍ର+କ୍ଷିପ୍ ଧାତୁ+କର୍ମ. ତ) — ଫୋପଡ଼ା ଯାଇଥିବା; ନିକ୍ଷିପ୍ତ — Thrown; cast; propelled; hurled
  • ସଂ. ବିଣ (ପ୍ର+କ୍ଷିପ୍ ଧାତୁ+କର୍ମ. ତ) — ବିନ୍ୟସ୍ତ — Deposited; placed
  • ସଂ. ବିଣ (ପ୍ର+କ୍ଷିପ୍ ଧାତୁ+କର୍ମ. ତ) — ଅନ୍ତର୍ନିବେଶିତ; ଅନ୍ତର୍ନିହିତ — Inserted; put in; intercalated; injected
  • ସଂ. ବିଣ (ପ୍ର+କ୍ଷିପ୍ ଧାତୁ+କର୍ମ. ତ) — ମୂଳ ଗ୍ରନ୍ଥକାର ଲେଖିବା ପରେ ଅନ୍ୟ ବ୍ୟକ୍ତିଦ୍ୱାରା ଗୋପ— ନରେ ଗ୍ରନ୍ଥରେ ଯୋଗ କରାଯାଇଥିବା (ବିଷୟ) — Interpolate (passage)
  • ସଂ. ବିଣ (ପ୍ର+କ୍ଷିପ୍ ଧାତୁ+କର୍ମ. ତ) — ଏଣେ ତେଣେ ବିଞ୍ଚା ଯାଇଥିବା — Scattered about; strewn