ପ୍ରକ୍ଷାଳିବା Prakshāḻibā

  • ଦେ. (ପଦ୍ୟ) କ୍ରି (ସଂ. ପ୍ର+କ୍ଷାଳି ଧାତୁ) — ପ୍ରକ୍ଷାଳନ— କରିବା; ପଖାଳିବା — To wash
  • ଦେ. (ପଦ୍ୟ) କ୍ରି (ସଂ. ପ୍ର+କ୍ଷାଳି ଧାତୁ) — ପୂର୍ଣ୍ଣକୁମ୍ଭ ଜଳ ଇଡ଼ି ପ୍ରକ୍ଷାଳନ୍ତି ଦେହ ଶୌଚ ଦେବ— ରାଧାନାଥ. ମହାଯାତ୍ରା।
  • ଦେ. (ପଦ୍ୟ) କ୍ରି (ସଂ. ପ୍ର+କ୍ଷାଳି ଧାତୁ) — (ଲକ୍ଷଣାର୍ଥ) (ନଈ) ନିକଟ ଦେଇ ବହିବା — (figurative) (river) To flow by
  • ଦେ. (ପଦ୍ୟ) କ୍ରି (ସଂ. ପ୍ର+କ୍ଷାଳି ଧାତୁ) — ପ୍ରକ୍ଷାଳଇ ଚକ୍ରବାକିନୀ ବ୍ରାହ୍ମଣୀ ପାଦ ଯାର କଳକଳେ— ରାଧାନାଥ. ପାର୍ବତୀ।