ପ୍ରକ୍ଷାଳନ Prakshāḻana
- ସଂ. ବି. (ପ୍ର+କ୍ଷାଳି ଧାତୁ+ଭାବ. ଅନ) — ପଖାଳିବା, ଧୋଇବା — Washing; rinsing
- ସଂ. ବି. (ପ୍ର+କ୍ଷାଳି ଧାତୁ+ଭାବ. ଅନ) — ପରିଷ୍କରଣ — Cleansing
- ସଂ. ବି. (ପ୍ର+କ୍ଷାଳି ଧାତୁ+ଭାବ. ଅନ) — ପ୍ରାୟଶ୍ଚିତ୍ତ — Expiation
- ବିଣ. (+ କର୍ତ୍ତୃ. ଅନ) — ଯେ ସର୍ବଦା ଗାଧୁଏ — Performing frequent ablutions (M.W.)
- ବିଣ. (+ କର୍ତ୍ତୃ. ଅନ) — ଯେ ଧୂଆଧୋଇ କରେ — Washing; cleansing (M.W.)