ପ୍ରକ୍ଷାତ Prakshāta

  • ଦେ. ବିଣ (ସଂ. ପ୍ରଖ୍ୟାତ) — ପ୍ରସିଦ୍ଧ; ବିଖ୍ୟାତ — Celebrated
  • ଦେ. ବିଣ (ସଂ. ପ୍ରଖ୍ୟାତ) — ବିଳସିତ ହୋଇଲା ସୁଜାତି ଆଖୁକରେ ବିଭୁକରେ ଆଶ୍ୱାସିଲେ ପ୍ରକ୍ଷାତ ଶୁଭ୍ରରେ—ଭଞ୍ଜ, ବୈଦେହୀଶବିଳାସ।