ପ୍ରକ୍ଳିନ୍ନ Prakḻinna

  • ସଂ. ବିଣ (ପ୍ର+କ୍ଳିଦ୍ ଧାତୁ=ଆର୍ଦ୍ର ହେବା+କର୍ତ୍ତୃ. ତ) — ସିକ୍ତ; ଆର୍ଦ୍ର — Wet; moistened
  • ସଂ. ବିଣ (ପ୍ର+କ୍ଳିଦ୍ ଧାତୁ=ଆର୍ଦ୍ର ହେବା+କର୍ତ୍ତୃ. ତ) — ପ୍ରଚୁର କ୍ଳେଦଯୁକ୍ତ — Full of dirty matter
  • ସଂ. ବିଣ (ପ୍ର+କ୍ଳିଦ୍ ଧାତୁ=ଆର୍ଦ୍ର ହେବା+କର୍ତ୍ତୃ. ତ) — ପରିତୁଷ୍ଟ; ସନ୍ତୁଷ୍ଟ — Satisfied; pleased